ଓଡିଶାରେ ନବୀନ
ଭୁବନେଶ୍ୱର: ଓଡିଶାରେ ପୁଣି ବିଜେଡି ସରକାର ଗଢିବ। ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ତେବେ ୨୦୧୪ ତୁଳନାରେ ଭୋଟହାର କମିଯିବ। ୨୦୧୪ରେ ଦଳ ୪୫ ପ୍ରତିଶତ ଭୋଟ ପାଇଥିବା ବେଳେ୨୦୧୯ରେ ଏହି ହାର ୪୪ ପ୍ରତିଶତ ରହିବ ବୋଲି ଇଣ୍ଡିଆ ଟିଭି ଓ ସିଏନଏକ୍ସ ଦ୍ଵାରା ହୋଇଥିବା ପବ୍ଳିକ…