କୃଷି ଓ କୃଷକଙ୍କ ସାମୁହିକ ବିକାଶ ପାଇଁ ହେବ ରୋଡ ମ୍ୟାପ: କୃଷିମନ୍ତ୍ରୀ
ଭୁବନେଶ୍ୱର () କୃଷି ଓ କୃଷକଙ୍କ ସାମୁହିକ ବିକାଶ ପାଇଁ ରାଜ୍ୟ ସରକାର ଏକ ରୋଡ଼ ମ୍ୟାପ ପ୍ରସ୍ତୁତ କରିବେ । ଏଥିପାଇଁ ସବୁ ବିଧାୟକଙ୍କ ପରାମର୍ଶ ନିଆଯିବ । ଆଜି ବିଧାନସଭା ପ୍ରଶ୍ନକାଳରେ କୃଷିମନ୍ତ୍ରୀ ଅରୁଣ ସାହୁ ଏହା କହିଛନ୍ତି । ଏହି ଆଲୋଚନାରେ ସେ ବରିଷ୍ଠ ବିଧାୟକମାନେ ଦେଇଥିବା…