ଭୁବନେଶ୍ୱରରେ କଂଗ୍ରେସ ସ୍କୃଟିନ କମିଟି ବୈଠକ
ଦେଶରେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସ ଦଳରେ ରାହୁଲଙ୍କ ପଛକୁ ପି୍ରୟଙ୍କା ଗାନ୍ଧିଙ୍କ ଆବିର୍ଭାବ ପ୍ରତି କୋଣ ଓ ଅନୁକୋଣରେ କଂଗ୍ରେସ ଲୋକମାନଙ୍କ ମଧ୍ୟରେ ବିପୁଳ ଉସ୍ôାହ ସୃଷ୍ଟି କରିଛି । ସେଇ ଉସ୍ôାହକୁ ନେଇ ଓଡିଶା କଂଗ୍ରେସରେ ମଧ୍ୟ ନିର୍ବାଚନ କସରତ ଆରମ୍ଭ ହୋଇଛି ।…
