ଚିଦାମ୍ବରମଙ୍କୁ ପୁଣି ED ଜେରା
ନୂଆଦିଲ୍ଲୀ() ପୁଣି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ଇଡିର ଜେରା । ଏୟାର ଇଣ୍ଡିଆ ଲାଗି ଏୟାରବସ୍ ଓ ବୋଇଂ ବିମାନ କିଣାରେ ହୋଇଥିବା ହେରଫେର ନେଇ ପଚରା ଉଚରା କରାଯାଉଥିବା ଜଣାପଡିଛି।
ଗତ ୟୁପିଏ ସରକାର ସମୟରେ ଏୟାର ଇଣ୍ଡିଆ ଲାଗି…