ନିଜ ପତ୍ନୀଙ୍କୁ ‘ପିଆଜ କାନଫୁଲ’ ଉପହାର ଦେଲେ ଏହି ଅଭିନେତ୍ରୀ
ମୁମ୍ବାଇ() ଆକାଶ ଛୁଆଁ ପିଆଜ ଦରକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଧୀରେ ଧୀରେ ଏହାର ଦର ଖସୁଛି। ପିଆଜ ଦର କିଲୋପ୍ରତି ଦେଢ଼ ଶହ ଟପି ଯାଇଥିବା ବେଳେ କିଛି କିଛି ସ୍ଥାନରେ ଏହା ୧୮୦ ଟଙ୍କା ରହିଥିବା ନେଇ ଖବର ଆସିଥିଲା। ସୋଶାଲ୍ ମିଡିଆରେ ପିଆଜକୁ ନେଇ ବିଭିନ୍ନ ପ୍ରକାର ମଜା କଥା ପଢ଼ିବାକୁ…
