ମ୍ୟୁଜିକ ଦୁନିଆରେ ପାଦ ଥାପିଲେ ଅକ୍ଷୟ କୁମାର, ଦେଖନ୍ତୁ ଏହି ଦମଦାର ଭିଡିଓ
ମୁମ୍ବାଇ () ପ୍ରଥମ ଥର ପାଇଁ ମ୍ୟୁଜିକ ଭିଡିଓ ଦୁନିଆରେ ପାଦ ଥାପିଛନ୍ତି ଆକ୍ସନ ଷ୍ଟାର ଅକ୍ଷୟ କୁମାର । ତାଙ୍କର ଡେବ୍ୟୁ ସଙ୍ଗ ଫିଲହାଲର ଟିଜର ରିଲିଜ୍ ହୋଇଛି। ଏହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି।
https://youtu.be/DtFFNA78G6k
ଫିଲହାଲ ଗୀତରେ ଅକ୍ଷୟ ଆକ୍ସନ ଏବଂ…
