ଆଲିଆ ପାଣି ଭିତରେ କଲେ ଏହି କାମ, ଜାଣିଲେ ହୋସ ଉଡିଯିବ
ମୁମ୍ବାଇ() ଚର୍ଚ୍ଚାରେ ଅଭିନେତ୍ରୀ ଆଲିଆ ଭଟ୍ଟ । ନିକଟରେ ସେ କିଛି ଫଟୋ ସୋଶାଲ୍ ମିଡିଆରେ ଶେଆର କରିଛନ୍ତି, ଯାହା ଭାଇରାଲ୍ ହେଉଛି। ଏହି ଫଟୋଗୁଡ଼ିକରେ ଆଲିଆଙ୍କୁ ଏକ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଛି। ଫ୍ୟାନଙ୍କଠୁ ଆରମ୍ଭ କରି ବଲିଉଡ୍ ସେଲେବ୍ରିଟି ପର୍ୟ୍ୟନ୍ତ ସମସ୍ତେ ଆଲିଆଙ୍କ ଫଟୋରେ…
