ରାଜନୀତି ନବୀନଙ୍କ ଠାରୁ ଶିଖ : ଅଳକା
୧୧୨ ବିଧାନସଭା ଓ ୧୨ ଲୋକସଭା ଆସନରେ ବିଜୟୀ ହୋଇ ନବୀନ ନିଜର ଦୃଢ ନେତୃତ୍ୱର ପ୍ରମାଣ ଦେଇଛନ୍ତି । ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ନବୀନ। ନବୀନଙ୍କ ଏହି ବିଜୟ ପାଇଁ ଏବେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ଭିତରେ ଆପ୍ ନେତ୍ରୀ ଅଳକା ଲାମ୍ବା…