କୁମାର ସାନୁ, ଅଲ୍କା ୟାଗ୍ନିକ୍ ଓ ଉଦିତ୍ ନାରାୟଣଙ୍କୁ ନୋଟିସ୍
୩୭୦ ଉଚ୍ଛେଦ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ବଢ଼ିଯାଇଛି। ଭାରତୀୟ କଳାକାରଙ୍କୁ ପାକିସ୍ତାନ ଯିବାକୁ ତଥା ପାକିସ୍ତାନ ସହ ଜଡ଼ିତ କୌଣସି ପ୍ରେଗ୍ରାମ୍ରେ ଯୋଗ ଦେବାକୁ ବାରଣ କରିଛି। ଆଉ ଏବେ ଫେଡେରେସନ୍ର ଟାର୍ଗେଟ୍କୁ ଆସିଛନ୍ତି ବଲିଉଡ୍ ଅନ୍ୟତମ ପ୍ରସିଦ୍ଧ ଗାୟିକା ଓ…