ଜନସାଧାରଣ ଡାକ୍ତରଖାନାର ପ୍ରକୃତ ମାଲିକ
ଭୁବନେଶ୍ବର () 2001ର ଦୁଃଖଦ ଆମ୍ବ ଟାକୁଆ ଖାଇ ରାୟଗଡା ଜିଲ୍ଲାର କାଶିପୂର ବ୍ଲକରେ ଲୋକେ ମୃତ୍ୟୁବରଣ କରୁଥିବା ଘଟଣା ସମସ୍ତଙ୍କର ମନେ ଥିବ । ସେ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଡାକ୍ତରଙ୍କର ଆବିଷ୍କାର କରିଥିଲେ । ସେହି ଡାକ୍ତରଙ୍କୁ ଲୋକେ ପ୍ରଶାସନ ଓ ପୋଲିସ ଠାରୁ ଅଧିକ…