ଆଜିଠାରୁ ଝାରୁସୁଗୁଡା –ଭୁବନେଶ୍ୱର ବିମାନ ସେବା ଆରମ୍ଭ
ଝାରସୁଗୁଡା() ଭୁବନେଶ୍ୱରୁ ବିମାନ ଉଡାଣ ଭରି ଝାରସୁଗୁଡାରେ ପହଚିଂଥିଲା । ପୁଣି ଝାରସୁଗଡାରୁ ଭୂବନେଶ୍ୱର ଫେରିଥିଲା ଏଟିଆର ୭୨ ବିମାନ । ଉଡାନ-୩ ଯୋଜନା ଆଜିଠାରୁ ନିୟମିତ ଉଡାଣ ହେବ । ସେହିପରି ଝାରୁସୁଗୁଡା- ରାୟପୁର ମଧ୍ୟରେ ବିମାନସେବା ଆରମ୍ଭ ହେବ । ଏହି ଦୁଇ ସ୍ଥାନକୁ ଉଡାଣ ଅନୁମତି…