ବିଗ ବସ ୧୩ରେ ନଜର ଆସିବେ ଏହି ଚର୍ଚ୍ଚିତ ଅଭିନେତ୍ରୀ
ମୁମ୍ବାଇ() ବିଗ ବସ ୧୩ରେ ନଜର ଆସିବେ ଚର୍ଚ୍ଚିତ ଅଭିନେତ୍ରୀ ଅମୀଷା ପଟେଲ। ଅମୀଷାଙ୍କ ଏଣ୍ଟ୍ରି ଶୋ’କୁ ସୁପରହିଟ୍ କରିଦେବ ବୋଲି ମତ ଆସୁଛି। ସୁପରହିଟ୍ ‘କହୋନା ପ୍ୟାର ହେ’ରୁ ନିଜ ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିବା ଅମୀଷା ‘ଗଦର୍’, ‘ହମ୍ ରାଜ୍’ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ…