ଅମିତ ଶାହା ‘ଗୋ ବ୍ୟାକ୍’ : କଂଗ୍ରେସ
ଭୁବନେଶ୍ୱର() ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା । ଅମିତ ଶାହା ଓଡିଶା ଆସିଥିବା ସମୟରେ ଏହି ଗସ୍ତକୁ ବିରୋଧ କରିଛି ରାଜ୍ୟ କଂଗ୍ରେସ । ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଶାହାଙ୍କ ଓଡିଶା ଗସ୍ତକୁ ବିରୋଧ କରି ଅମିତ ଶାହା ‘ଗୋ ବ୍ୟାକ୍’ ନାରା ଦେଇଛନ୍ତି କଂଗ୍ରେସ…