ଓଡ଼ିଶା ମୋର ଦ୍ୱିତୀୟ ଘର ଭାବେ ଅନୁଭବ ହୁଏ
ଭୁବନେଶ୍ୱର() ଆଜି ଭୁବନେଶ୍ୱର ଜନତା ମୈଦାନରେ ଅମିତ ଶାହାଙ୍କ ସିଏଏ ସମର୍ଥନ ସଭା ହୋଇଥିଲା ।
ଏହି ଅବସରରେ ଶାହା କହିଛନ୍ତି, ମୁଁ ଦୃଢ଼ତା ସହ କହୁଛି, ସିଏଏ ଯୋଗୁ ଜଣେ ବି ମୁସଲମାନ ଭାଇ-ଭଉଣୀଙ୍କ ନାଗରିକତା ଯିବନାହିଁ । ଏପରିକି ଏହି ନିୟମ କାହାର ନାଗରିକତା ଛିନ୍ନ ପାଇଁ ନୁହେଁ ବରଂ…