ଗିରଫ ହେଲେ ବିଧାୟକ ଅନାମ ନାଏକ
ଜୟପୁର () ଗିରଫ ହେଲେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକ । ଅନାମ ନାଏକଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ବିଧାୟକ । ଅନାମଙ୍କ ଗିରଫ ନେଇ ଜୟପୁର ଭିଜିଲାନ୍ସ ସୂଚନା ଦେଇଛନ୍ତି । ନିକଟରେ ଅନାମଙ୍କ ଘରେ ରେଡ…