ପ୍ରମାଣ ହେଲା ଅନନ୍ତଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ କପୋଳକଳ୍ପିତ
ଭୁବନେଶ୍ୱର() ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନାମରେ ଗତ ୧୯ ତାରିଖରେ ବାଘମାରୀ ଥାନାରେ ଏତଲା ହେବା ପରେ ଘଟଣା ଉପରୁ ଧୀରେ ଧୀରେ ପର୍ଦ୍ଦା ହଟିବାରେ ଲାଗିଛି । ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ବିଧାୟକ ନାମରେ ଏତଲା ହୋଇଥିବା ବେଳେ ଏହା ସମ୍ପୂର୍ଣ୍ଣ ପ୍ରାୟୋଜିତ…