୨୫ ବର୍ଷ ପରେ ଏକାଠି ହେବେ ଏହି ଦୁଇ ଅଭିନେତା
ମୁମ୍ବାଇ() ୨୫ ବର୍ଷ ପରେ ପରଦାରେ ଏକାଠି କାମ କରିବାକୁ ଯାଉଛନ୍ତି ବଲିଉଡ୍ର ସୁପରଷ୍ଟାର ଯୋଡ଼ି ସଲମାନ ଖାନ ଏବଂ ଅମୀର ଖାନ । ୧୯୯୪ରେ ହୋଇଥିବା ଫିଲ୍ମ ‘ଅନ୍ଦାଜ ଅପ୍ନା- ଅପ୍ନା’ରର ପାର୍ଟ ୨ ନିର୍ମାଣ ହେବ ବୋଲି ଦୀର୍ଘଦିନରୁ ଚର୍ଚ୍ଚା ହୋଇଆସୁଛି। ପ୍ରଥମେ କୁହାଯାଉଥିଲା ରଣବୀର କପୁର, ବରୁଣ…
