ଚନ୍ଦ୍ରାବାବୁ ନାଇଡୁଙ୍କୁ ଆଉ ଏକ ଝଟକା
ଅମରାବତୀ() ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ବଙ୍ଗଳା ଭାଙ୍ଗିବାକୁ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଆସନ୍ତାକାଲିଠାରୁ ବିଲ୍ଡିଂ ଭାଙ୍ଗିବା କାର୍ୟ୍ୟ ମଧ୍ୟ ଆରମ୍ଭ ହୋଇଯିବ ।
ତେବେ ନିକଟରେ ଚନ୍ଦ୍ରବାବୁ ନାଇଡୁ ‘ପ୍ରଜା ବେଦିକା’କୁ…