ବାର୍ବି ଡଲ୍ ହେବା ପାଇଁ ନିଜ ଓଠକୁ କଲେ ଏମତି
ବାର୍ବି ଡଲ୍ ହେବା ପାଇଁ ବୁଲଗେରିଆର ଆଣ୍ଡ୍ରିଆ ଇଭାନୋଭା ୧୭ଟି ଲିପ୍ ଇଞ୍ଜେକ୍ସନ୍ ନେଇଛନ୍ତି। ତଥାପି ସେ ତାଙ୍କ ଓଠକୁ ଆହୁରି ବଡ଼ କରିବାକୁ ଚାହୁଁଛନ୍ତି।
୨୨ବର୍ଷ ବୟସ୍କା ଆଣ୍ଡ୍ରିଆ ବିଶ୍ବର ସବୁଠୁ ବଡ଼ ଓଠ ଥିବା ଯୁବତୀଙ୍କ ରେକର୍ଡ଼ ନିଜ ନାଁରେ କରିବାକୁ ଚାହୁଁଛନ୍ତି।ଆଣ୍ଡ୍ରିଆ ସୋଫିଆ…
