ବଢିଲା ଅନିଲ ଅମ୍ବାନୀଙ୍କ ଅଡୁଆ, ଏରିକ୍ସନକୁ ଟଙ୍କା ନଫେରାଇଲେ ଯିବେ ଜେଲ୍
ଅନିଲ ଅମ୍ବାନୀଙ୍କୁ ସୁପ୍ରିମକୋର୍ଟ ନିଜର ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛି । ଏରିକ୍ସନ କମ୍ପାନୀର ୫୫୦ କୋଟି ଟଙ୍କାର ଋଣ ମାମଲା । ଅନିଲଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେସନ୍ କୋର୍ଟରେ ପ୍ରତିଜ୍ଞା କରିବା ପରେ ମଧ୍ୟ ଏରିକ୍ସନ କମ୍ପାନୀର ଟଙ୍କା ଶୁଝିଲେନି । କୋର୍ଟ ଭାବିଲା କି,…
