Odia News Portal
Browsing Tag

anil-somindra

ମହାତ୍ମା ଗାନ୍ଧୀ ରାଷ୍ଟ୍ରପିତା ଥିଲେ, କିନ୍ତୁ ପାକିସ୍ତାନ ରାଷ୍ଟ୍ରର :ବିଜେପି ପ୍ରବକ୍ତା

ମଧ୍ୟ ପ୍ରଦେଶ ବିଜେପି ପ୍ରବକ୍ତା ଅନିଲ ସୌମିତ୍ର ମହାତ୍ମା ଗାନ୍ଧୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ଅନିଲ ସୌମିତ୍ର ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି- ରାଷ୍ଟ୍ରପିତା ଥିଲେ, କିନ୍ତୁ ପାକିସ୍ତାନ ରାଷ୍ଟ୍ରର । ଭାରତ ଦେଶରେ ତାଙ୍କ ଭଳି କୋଟି କୋଟି ପୁତ୍ର ଅଛନ୍ତି । କିଛି ଯୋଗ୍ୟ ତ…