ବଲିଉଡରେ ଆଉ ଜଣେ ଫିଲ୍ମ କଳାକାରଙ୍କ କରୋନା ଯୋଗୁଁ ମୃତ୍ୟୁ
ମୁମ୍ବାଇ () ବଲିଉଡରେ ଆଉ ଜଣେ ଫିଲ୍ମ କଳାକାରଙ୍କ କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ହୋଇ ଯାଇଛି। ବେଗୁନାହ ଏବଂ ରାଜ ତିଳକ ଭଳି ଫିଲ୍ମର ନିର୍ମାତା ଅନିଲ ସୁରୀଙ୍କ କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ମୁମ୍ବାଇରେ ପରଲୋକ ହୋଇ ଯାଇଛି। ସେ ୭୭ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଅନିଲ…