ଯୁବତୀଙ୍କ ସହ ନେତାଙ୍କ ଭିଡିଓ ହେଲା ଭାଇରାଲ
ନିଶାସକ୍ତ ଅବସ୍ଥାରେ ଅର୍ଧନଗ୍ନ ଯୁବତୀଙ୍କ ସହ ନେତାଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନାଅନୁସାରେ ଯୁବତୀଙ୍କ ସହ ଯେଉଁ ବ୍ୟକ୍ତି ନିଶାସେବନ କରୁଛନ୍ତି ସେ ହେଉଛନ୍ତି ଜେଡିୟୁର ଜଣେ ବ୍ଲକ ସ୍ତରୀୟ ନେତା । ବିହାରର ବୈଶାଳୀ ଜିଲ୍ଲାର ଜେଡିୟୁ ଦଳର ସେ ହେଉଛନ୍ତି…
