ବିଜେଡି ପ୍ରାର୍ଥୀଙ୍କୁ ଧମକ ଦେଇ ଜଣେ ଗିରଫ
ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ଧମକ ଅଭିଯୋଗରେ ଜଣେ ଲୋକ ଗିରଫ ହୋଇଥିବା ଜଣାଯାଇଛି। ଅଭିଯୁକ୍ତଜଣକ କଟକର ଝାଂଜିରିମଙ୍ଗଳାରେ ଏକ ଭଡ଼ା ଘରେ ରହି ମିସ୍ତ୍ରୀ କାମ କରୁଥିଲା ବୋଲି କୁହାଯାଉଛି। ଅଭିଯୁକ୍ତକୁ ଗୁଜୁରାଟରୁ ସ୍ପେଶାଲ ସ୍କ୍ୱାଡ୍ ପୁଲିସ୍ ଗିରଫ କରିଥିବା…