ଅନୁପମ ଖେରଙ୍କୁ ଜୋକର କହିଲେ ଏହି ଅଭିନେତା ,କଠୋର ଶବ୍ଦରେ ଜବାବ ଦେଲେ ଅନୁପମ ଖେର, ଦେଖନ୍ତୁ ଭିଡିଓ
ମୁମ୍ବାଇ() ନାଗରିକତା ସଂଶୋଧନ ଆଇନକୁ ନେଇ ଅଭିନେତା ନଶିରୁଦ୍ଧିନ ଶାହା ଓ ଅନୁପମ ଖେରଙ୍କ ଭିତରେ ଆରମ୍ଭ ହୋଇଛି ବୟାନବାଜି ।ରାଜନୈତିକ ପ୍ରସଙ୍ଗକୁ ନେଇ ବଲିଉଡରେ ଝଡ ସୃଷ୍ଟି କରିଛି । ମୋଦି ସରକାରଙ୍କ ଜଣେ ପ୍ରଶଂସକ ଭାବେ ଜଣାଶୁଣା ଅନୁପମ ଖେର ସିଏଏକୁ ସମର୍ଥନ କରିଆସୁଛନ୍ତି । ସେଇଥିପାଇଁ…