ଅଭିନେତ୍ରୀ ହେବା ପୂର୍ବରୁ ଯୋଗଗୁରୁ ଥିଲେ ଏହି ଅଭିନେତ୍ରୀ
ମୁମ୍ବାଇ() ସାଉତ ଫିଲ୍ମ ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ନିଜ ଅଭିନୟ ଜରିଆରେ ଲୋକଙ୍କ ହୃଦୟରେ ସ୍ଥାନ କରିପାରିଛନ୍ତି । ଆଜି ଅନୁଷ୍କା ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି।
ଅନୁଷ୍କାଙ୍କ ପ୍ରକୃତ ନାମ ସ୍ବିଟି ସେଟ୍ଟୀ। ୨୦୦୫ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ସୁପର’ରୁ…
