ଅପରାଜିତାଙ୍କ ଆବେଦନ ଉପରେ ମୋହର ମାରିଛନ୍ତି ପ୍ରଧାନମନ୍ତ୍ରୀ
ଆଇଏଏସ୍ ଅପରାଜିତା ଷଡ଼ଙ୍ଗୀଙ୍କ ଭିଆର୍ଏସ୍ ସୁପାରିଶକୁ ଅନୁମୋଦନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆବେଦନ ଉପରେ ମୋହର ମାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ଟ୍ଵିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଅପରାଜିତା । ସେ ଲେଖିଛନ୍ତି, ଆଗାମୀ ଯାତ୍ରାକୁ ଉତ୍ସାହ ଓ…