ବିଜେପିରେ ମିଶିଲେ ଅପରାଜିତା
ଆଜି ବିଜେପିରେ ଅନୁÂାନିକ ଭାବେ ଯୋଗ ଦେଇଛନ୍ତି ସ୍ୱେଚ୍ଛାକୃତ ଅବସର ନେଇଥିବା ଆଇଏଏସ୍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ । ଦିଲ୍ଲୀରେ ଅମିତ ଶାହାଙ୍କ ଘରେ ବିଜେପିରେ ବହୁ ତୁଙ୍ଗ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପୂର୍ବତନ ବ୍ୟୁରୋକ୍ରାଟ । ଗଣଶିକ୍ଷା ବିଭାଗର ସଚିବ ଏବଂ ଭୁବନେଶ୍ୱର ମହାନଗର…