Odia News Portal
Browsing Tag

apollo hospital

ବିଶ୍ୱ କର୍କଟ ଦିବସ: ଆପୋଲୋ ହସ୍ପିଟାଲ ଦ୍ୱାରା ସାଇକ୍ଲୋଥନ ଆୟୋଜିତ

ଭୁବନେଶ୍ୱର: ଓଡିଶାର ମଲ୍ଟିସ୍ପେସିଲିଟି ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନ ଆପୋଲୋ ହସ୍ପିଟାଲ ବିଶ୍ୱ କର୍କଟ ଦିବସରେ, କର୍କଟ ରୋଗ ନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ଏକ ମେଗା ସାଇକ୍ଲୋଥନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା | ଆପୋଲୋ ହସ୍ପିଟାଲ ଏଣ୍ଟେରପ୍ରାଇଜ ଲିମିଟେଡ଼ର

ଆପୋଲୋ ହସ୍ପିଟାଲ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର()  ଆପୋଲୋ ହସ୍ପିଟଲାର ଅଡୁଆ ବଢିଛି । ଜାତୀୟ ମାନବାଧିକାର କମିଶନ ଆପୋଲୋ ହସ୍ପିଟାଲ୍ ବିରୋଧରେ କାର୍ୟ୍ୟନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ମେଡିକାଲର ପଞ୍ଜୀକରଣ ରଦ୍ଦ କରି ପୀଡିତଙ୍କୁ ତୁରନ୍ତ କ୍ଷତିପୂରଣ ଦେବାପାଇଁ ଏନଏଚଆରସି ନିର୍ଦ୍ଦେଶ…

ଆପୋଲୋକୁ ୪ ସପ୍ତାହ ମହଲତ

 ଭୁବନେଶ୍ବର()  ଘରୋଇ ହସ୍ପିଟାଲ ଆପୋଲକୁ ହାଇକୋର୍ଟ ପକ୍ଷରୁ ସାମୟିକ ଆଶ୍ୱସ୍ତି ମିଳିଛି। ଏହାର ଲାଇସେନ୍ସ ରଦ୍ଦ ନିମନ୍ତେ ଏନ୍ଏଚ୍ଆର୍ସିଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ରହିତାଦେଶ ଦେଇଛନ୍ତି। ଏପରିକି ୪ ସପ୍ତାହ ପର୍ୟ୍ୟନ୍ତ ଏହାକୁ କାର୍ୟ୍ୟକାରୀ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…