ମୁଖ୍ୟମନ୍ତ୍ରୀଙ୍କୁ କାଠଗଡାରେ ଛିଡା କରାଇଲେ ବୋଥ୍ରା
ଭୁବନେଶ୍ୱର : ରାଜ୍ୟର ଆଇନ୍ଶୃଙ୍ଖଳା ସ୍ଥିତି ନେଇ ସରକାରଙ୍କ ମୁଖା ଖୋଲିଛନ୍ତି କ୍ରାଇମବ୍ରାଞ୍ଚର ଆଇଜି ଅରୁଣ ବୋଥ୍ରା । ଓଡିଶାରେ କିଭଳି ଅପରାଧିମାନେ ସହଜରେ ଖସିଯାଉଛନ୍ତି ଓ ଏଠାରେ ମାତ୍ର ୧୦ ପ୍ରତିଶତ ଦଣ୍ଡିତ ହେଉଛନ୍ତି ତାହାର ବିସ୍ତୃତ ବିବରଣୀ ଲେଖିଛନ୍ତି ଗୋଟିଏ ଦୈନିକ ଜାତୀୟ ଇଂରାଜୀ…