ଏମ୍ସରେ ଅରୁଣ ଜେଟଲୀ
ନୂଆଦିଲ୍ଲୀ() ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ । ଶୁକ୍ରବାର ୧୦ଟାରୁ ଚେକ୍ଅପ ପାଇଁ ଏମ୍ସରେ ଭର୍ତ୍ତିି ହୋଇଛନ୍ତି ଅରୁଣ ଜେଟଲୀ । ଏଣ୍ଡୋକ୍ରିନୋଲୋଜିଷ୍ଟ, ନେଫ୍ରୋଲୋଜିଷ୍ଟ ଓ କାର୍ଡିଓଲୋଜିଷ୍ଟ ଡାକ୍ତରଙ୍କ ତତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି ।
ଏମ୍ସ ପକ୍ଷରୁ ଶୁକ୍ରବାର…
