ନୀତି ଆୟୋଗ ବୈଠକରେ ଅରୁଣ
ଭୁବନେଶ୍ବର (): ଦେଶର କୃଷି କ୍ଷେତ୍ରରେ ପରିବର୍ତ୍ତନ ପାଇଁ ଗଠିତ ମୁଖ୍ୟମନ୍ତ୍ରୀମାନଙ୍କ ଉଚ୍ଚକ୍ଷମତା ସମ୍ପନ କମିଟିର ବୈଠକ ଆସନ୍ତା 16 ତାରିଖରେ ଅନୁଷ୍ଠିତ ହେବ । ଏଥିରେ ଚାଷୀଙ୍କ ଆୟ ବୃଦ୍ଧି ସହ କୃଷି କ୍ଷେତ୍ରରେ ସଂସ୍କାର ନେଇ ମତାମତ ନିଆଯିବ । ଦେଶରେ ଚାଷୀମାନଙ୍କ ଆୟ ବୃଦ୍ଧି ଓ କୃଷି…
