ଅପରାଜିତାଙ୍କ ସମାଲୋଚନାର ଜବାବ ରଖିଲେ ଅରୁପ
ଭୁବନେଶ୍ୱର() ରାଜ୍ୟ ସରକାର ଆରମ୍ଭ କରିଥିବା ‘୫ଞ’ ଉପରେ ରାଜନୈତିକ ବୟାନବାଜି ଚାଲିଛି । ରାଜନୀତିରେ ପାଦ ଥାପିଥିବା ଦୁଇ ଜଣ ପ୍ରଶାସନିକ ଅଧିକାରୀ ମଧ୍ୟ ମୁହାଁମୁହିଁ ହୋଇଛନ୍ତି । ୫ଞକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଦେଇଥିବା ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ବିଜେଡ଼ି ନେତା ତଥା ଆଇପିଏସ୍…