ହାତ ଛାଡ଼ିଲେ ଅଶ୍ୱିନୀ
ସମ୍ବଲପୁର() କଂଗ୍ରେସରୁ ଇସ୍ତଫା ଦେଲେ ଭୀମସାରର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଡା.ପୂଜାହାରୀ ଏଆଇସିସି ସଭାପତି ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ନିଜ ଇସ୍ତଫାପତ୍ର ପଠାଇବା ସହ ଏହାକୁ ଗ୍ରହଣ କରିବାକୁ ମଧ୍ୟ…
