କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ କଡା ସମୋଲୋଚନା
ଭୁବନେଶ୍ବର () ମହିଳା ସ୍ବୟଂ ସହାୟକ ଗୋଷ୍ଠିର ଜଣେ ମହିଳାଙ୍କୁ ଲୋକସଭା ଓ ଚାରିଜଣ ମହିଳାଙ୍କୁ ବିଧାନସଭା ପଠାଇ ଇତିହାସ ସୃଷ୍ଟି କରିବ ଆସ୍କା । ଆଜି ଆସ୍କାରେ ଏକ ରୋଡ ସୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।
ଏଥିସହିତ ସେ କହିଥିଲେ ଯେ, କାଳିଆ ଯୋଜନା ବିଷୟରେ ସମସ୍ତେ…