ପିପିଲିରୁ ପୁଣି ଲଢ଼ିବେ ଆଶ୍ରିତ
					ପିପିଲି : ପୁଣି ଥରେ ପିପିଲି ମୈଦାନରେ ନିଜ ଭାଗ୍ୟପରୀକ୍ଷା କରିବେ ଆଶ୍ରିତ । ପିପିଲି ଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବାବେଳେ ଆଶ୍ରିତ ପଟ୍ଟନାୟକଙ୍କ ନାମରେ ମୋହର ଲାଗିଛି । ଏଥିସହ ପିପିଲିରେ ରାଜନୈତିକ ପାଣିପାଗ ସରଗରମ ହୋଇଛି  ।ପିପିଲି ଉପ-ନିର୍ବାଚନ ପାଇଁ!-->…				
						 
						 
			