୧୮ ଦିନ ପୂର୍ବରୁ ବନ୍ଦ କରିଦେଲେ ବିଧାନସଭା
ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମାତ୍ର ୫ଟି କାର୍ଯ୍ୟକାରୀ ଦିବସ ପରେ ଆଜି ହଠାତ ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ କରିଦିଆଯାଇଛି । ବାଚସ୍ପତି ପ୍ରଦୀପ କୁମାର ଅମାତ ଅପରାହ୍ନରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅଧିବେଶନକୁ ମୁଲତବି ଘୋଷଣା କରିଥିଲେ ଏହି ଅଧିବେଶନ ଚଳିତ ମାସ ୧୬…