ହିମାଚଳ ଢାଞ୍ଚାରେ ଓଡିଶା ବିଧାନସଭା ହେବ ହାଇଟେକ
ଭୁବନେଶ୍ବର () ଇ-ବିଧାନସଭା ସଂପର୍କରେ ଅଧ୍ୟୟନ କରିବା ପାଇଁ ହିମାଚଳ ପ୍ରଦେଶ ଗସ୍ତରେ ଯାଇଥିବା ଓଡିଶା ବିଧାନସଭାର ଗୃହ କମିଟି ସିମଲାରେ ପହଁଚି ହିମାଚଳ ପ୍ରଦେଶ ବାଚସ୍ପତି ରାଜୀବ ବ୍ରିନ୍ଦଲଙ୍କୁ ସାକ୍ଷତ କରିଛନ୍ତି । ଗୃହ କମିଟିକୁ ସିମଲାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦାଇଯାଇଛି ।…
