ବିଧାନସଭା ଶୀତକାଳିନ ଅଧିବେଶନ ୧୬ରେ
ଆସନ୍ତା ୧୬ତାରିଖ ଠାରୁ ବିଧାନସଭାର ଶୀତକାଳିନ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିଧାନସଭା ସଚିବାଳୟ ସୂତ୍ରରୁ ଜଣାପଡିଛି । ଏହି ସମୟ ମଧ୍ୟରେ ୨୩ଟି କାର୍ଯ୍ୟକାରୀ ଦିବସ ରହିଛି । ଚଳିତ ଅଧିବେଶନରେ ଅଭିଜିତ ଆୟାରର ସ୍ୱାଧିକାର ଭଙ୍ଗ…