ଅଧାରୁ କାମ ଛାଡୁ ଥିବା କଂଟ୍ରାକ୍ଟରଙ୍କ ଉପରେ ହେବ କାର୍ୟ୍ୟାନୁଷ୍ଠାନ :ସୁଶାନ୍ତ ସିଂ
ଭୁବନେଶ୍ୱର() ଅଧାରୁ କାମ ଛାଡି କଂଟ୍ରାକ୍ଟର ଅନ୍ୟ ବିଭାଗରେ କାମ କରୁଥିବା ବିଧାନସଭାରେ ଅଭିଯୋଗ ଆଣିଛନ୍ତି ବିଧାୟକ ଅତନୁ ସବ୍ୟସାଚୀ ନାୟକ । ତେଣୁ ଠକ ଠିକାଦାରଙ୍କୁ କଳା ତାଲିକା ଭୁକ୍ତ କରିବାକୁ ଦାବି କରିଛନ୍ତି ଅତନୁ ।
ଅତନୁଙ୍କ ପ୍ରଶ୍ନର ଉତ୍ତରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ…