ମହାକାଶ ଯାତ୍ରା ବେଳେ କାହିଁକି ପିନ୍ଧନ୍ତି ଧଳା ପୋଷାକ, ଜାଣନ୍ତୁ …
ମହାକାଶକୁ ଯାତ୍ରା କରିବା ବେଳେ ମହାକାଶଚାରୀ ଧଳା ଓ କମଳା ରଙ୍ଗର ପୋଷାକ ପିନ୍ଧନ୍ତି । ହେଲେ ସେମାନଙ୍କ ପୋଷାକର ରଙ୍ଗ ଏପରି ହେବାର କାରଣ କ’ଣ? ଆସନ୍ତୁ ଜାଣିବା । ଅନ୍ତରୀକ୍ଷ ପୃଥିବୀ ନୁହେଁ । ଏଣୁ ମହାଅନ୍ଧକାର ଯୋଗୁ ଅନ୍ତରୀକ୍ଷ ଯାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଭାବେ ପୋଷାକ ପ୍ରସ୍ତୁତ…
