ନିର୍ବାଚନ ସମୟରେ ଅକ୍ଷୟଙ୍କ ସହ ଆଲୋଚନା କାହିଁକି ?
କେନ୍ଦ୍ରାପଡା () ଦେଶରେ ଏବେ ରାଜନୈତିକ ପାଣିପାଗ ଗରମ । କାରଣ 2019 ସାଧାରଣ ନିର୍ବାଚନ ସବୁ ରାଜନୈତିକ ଦଳ ପାଇଁ ସମ୍ମାନର ପ୍ରଶ୍ନ । ଏଭଳି ଏକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ଅଣରାଜନୈତିକ ଆଲୋଚନା କାହିଁକି କଲେ । ଗତ କିଛି ମାସ ହେଲା…