ଅତନୁ ସବ୍ୟସାଚୀଙ୍କୁ କରୋନା
ଭୁବନେଶ୍ବର() ବିଧାୟକଙ୍କଠାରୁ ଆରମ୍ଭ କରି ମନ୍ତ୍ରୀମାନେ ମଧ୍ୟ ଧିରେ ଧିରେ କରୋନା କବଜାକୁ ଆସିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏ ନେଇ ସେ ନିଜେ ସୂଚନା ଦେଇ କହିଛନ୍ତି ଯେ, ବିଧାନସଭା ପକ୍ଷରୁ…
