ବଦଳିଗଲା ଏଟିଏମରୁ ଟଙ୍କା ଉଠାଇବାର ନିୟମ
ଯଦି ଆପଣଙ୍କ ପାଖରେ ଏସବିଆଇର ଡେବିଟ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗରୁତ୍ୱପୂର୍ଣ୍ଣ । ଜୁଲାଇ ୧ରୁ ଏଟିଏମରୁ ଟଙ୍କା ଉଠାଇବା ନିୟମ ବଦଳିଯାଇଛି । ଏହାର କାରଣ ହେଉଛି, ଲକ୍-ଡାଉନ୍ ପାଇଁ ଏଟିଏମରୁ ଟଙ୍କା ଉଠାଇବାର ନିୟମ ପରିବର୍ତ୍ତନ କରାଯାଇଥିଲା, ଯାହାର ଅବଧି ଜୁନ୍…