୩ ଦିନ ରିମାଣ୍ଡରେ ଯିବେ ୨ ଅଭିଯୁକ୍ତ
ଭୁବନେଶ୍ୱର() ଏକ ଘରୋଇ ଟିଭି ଚ୍ୟାନେଲ ଦ୍ୱାରା କୋଭିଡ଼ ଚିକିତ୍ସା ସମ୍ପର୍କିତ ଏକ ବିବାଦୀୟ ଅଡ଼ିଓ ପ୍ରସାରଣ ହୋଇଥିଲା । ଏହି ପ୍ରସଙ୍ଗରେ ଦୁଇ ଜଣଙ୍କୁ ଆଜି ଗିରଫ କରିଛି କମିଶନରେଟ ପୋଲିସ । ବର୍ତ୍ତମାନ ଗିରଫ ହୋଇଥିବା ଦୁଇ ଜଣଙ୍କୁ ରିମାଣ୍ଡରେ ନେବା ପାଇଁ ଏସଡ଼ିଜେଏମ କୋର୍ଟଙ୍କ ପକ୍ଷରୁ…