ଅଟୋକୁ ୫୨ ହଜାର ଜରିମାନା, ଦେଖନ୍ତୁ
ଭୁବନେଶ୍ବର() ନୂଆ ଆଇନ ପରେ ଫସିଲେ ଅଟୋ ଚାଳକ । ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ରାଜଧାନୀର ଏହି ଅଟୋ ଚାଳକଙ୍କୁ ଗଣିବାକୁ ପଡ଼ିବ ୪୭ ହଜାର ୫୦୦ ଟଙ୍କା। ଅଟୋ ଚାଳକ ହରିବନ୍ଧୁ କହଁରଙ୍କ ଉପରେ ବଡ ଜରିମାନା ଲଗାଇଲେ ଟ୍ରାଫିକ ପୋଲିସ ।…
