ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କୁ ମିଳିବ ‘ସୁରଜ ପୁରସ୍କାର’
ଭୁବନେଶ୍ବର : ମାନବିକାତାର ସର୍ବୋଚ୍ଚ ନଜିର ଦେଖାଇଛନ୍ତି ଗଂଜାମ ଜିଲ୍ଲାର ସୁରଜ ବେହେରାଙ୍କ ପରିବାର । ଏକ ଦୁର୍ଘଟଣାରେ ପୁଅର ବ୍ରେନ ଡେଡ ହେବା ପରେ ସେମାନେ ସୁରଜଙ୍କ ୬ଟି ମହତ୍ବପୂର୍ଣ୍ଣ ଅଙ୍ଗ ଦାନ କରିଥିଲେ । ସୁରଜଙ୍କ ଦୁଇଟି ଯାକ କିଡନୀ, ଲିଭର, ହାର୍ଟ ଓ ଦୁଇଟି ଯାକ ଆଖି ଦାନ କରିଥିଲେ…
