ଆବାସ ଯୋଜନା ପାଇଁ କଲ ସେଣ୍ଟର
ଭୁବନେଶ୍ୱର() ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ଚାଲିଥିବା ଦୁର୍ନୀତି ଏବେ ସରାକରଙ୍କର ମୁଣ୍ଡବିନ୍ଧାର କାରଣ ହୋଇଛି । ଏହି ଦୁର୍ନୀତିକୁ ରୋକିବା ପାଇଁ ରଜ୍ୟ ସରକାର ପ୍ରତି ଜିଲ୍ଲାରେ କଲ ସେଣ୍ଟର ମାନ ଖୋଲିବା ପାଇଁ ନିଷ୍ପତି କରିଛନ୍ତି ।
ଏହି କଲ ସେଣ୍ଟର ତୁରନ୍ତ ଖୋଲିବା ପାଇଁ ରାଜ୍ୟ…