ମୁଁ ସୁପ୍ରିମକୋର୍ଟଙ୍କ ରାୟରେ ଅସନ୍ତୁଷ୍ଟ: ଓବେସୀ
ହାଇଦ୍ରାବାଦ() ଆଜି ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଶୁଣାଇଛନ୍ତି । ହେଲେ ଏହି ରାୟକୁ ଏଆଇଏମ୍ଏମର ମୁଖ୍ୟ ଅସଦୁଦ୍ଦିନ ଓବେସୀ ଗ୍ରହଣ କରୁନାହାନ୍ତି ବୋଲି କହିଛନ୍ତି । ମସ୍ଜିଦ୍ ପାଇଁ ଦାନରେ ୫ ଏକର ଜମି ଗ୍ରହଣ କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି । ଏଥିପାଇଁ ଆଇନଗତ ଲଢେଇ ଜାରି…
