ମାନବାଧିକାର କିମଶନରର ନୂଆ ଅଧ୍ୟକ୍ଷ
ଭୁବନେଶ୍ୱର() ରାଜ୍ୟ ମାନବାଧିକାର କିମଶନର ଅଧ୍ୟକ୍ଷ ଭାବେ ଜଷ୍ଟିସ ବି,ପି ଦାସ ଏବଂ ସଭ୍ୟ ଭାବେ ଆଇନଜୀବି ଅସୀମ ଅମିତାଭ ଦାସଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତିି । ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ ରାଜ୍ୟପାଳ ଗଣେଶି ଲାଲ ଅନୁମୋଦନ କରିବା ପରେ ରାଜ୍ୟ ଆଇନ ଭିବାଗ ପକ୍ଷରୁ ଏହି…
